ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକ ସଂଘର ସରକାରଙ୍କ ସରିଲା ଆଲୋଚନା | ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ଡିସେମ୍ବର ସୁଦ୍ଧା ଦାବି ପୂରଣ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା | ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବଙ୍କ ସହ ହୋଇଛି ଆଲୋଚନା |
ଆଲୋଚନାରେ ସାମିଲ ଥିଲେ ବବି ଦାସ | ୩ ଦଫା ଦାବି ନେଇ ଚାଲିଥିଲା ଆନ୍ଦୋଳନ | ଠିକା ନିଯୁକ୍ତିକୁ ନିୟମିତ,ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜାନ ଲାଗୁ ମୁଖ୍ୟ ଦାବି, ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଛି |