ଖୁବ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

0

ଭୁବନେଶ୍ୱର: ଖୁଵ ଶୀଘ୍ର ଶୁଭଦ୍ରା ତୃତୀୟ ପର୍ଯ୍ୟାୟ ଘୋଷଣା ହେବ। ପ୍ରଥମ ଏବଂ ଦ୍ଵିତୀୟ ପର୍ୟ୍ୟାୟରେ ଯେଉଁ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇ ପାରି ନାହାନ୍ତି ଦ୍ଵନ୍ଦରେ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ମିଳିବ। ୨ ଲକ୍ଷ ୬୭ ହଜାର ଖାରଜ ହୋଇଥିବା ଆବେଦନ ଆଉ ଠାରେ ରିଚେକ ହେବ । କ୍ୟାବିନେଟ ଅନୁମତି ମିଳିଛି। କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି। ବାର ବାର ଚେକ ହେବ, ରୂପରେଖ ଫାଇନାଲ ହେବ। ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ। କେହି ବି ବଂଚିତ ହେବେ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।