ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଆଜି ଡିଜିପିଙ୍କ ଦ୍ୱାରା ଏକ ଭିଡିଓ କନଫେରେନସ୍ ଜରିଆରେ ସମସ୍ତ ଜିଲ୍ଲାର ଡିଆଜିଙ୍କ ସହିତ ଅନ୍ୟ ପୋଲିସ ପଦାଧିକାରୀ ମାନଙ୍କ ସହିତ ଏକ ଆଲୋଚନା ଅନୁଷ୍ଠିତ ହୋଇଅଛି । ଆଲୋଚନାରେ ମୋ ସରକାରଙ୍କ ମତାମତ, ସହିତ ଡିଜିଟାଲ କ୍ରାଇମର ତଦନ୍ତ ଭଳି ଅନେକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ନୂଆ କୋଭିଡ ଗାଇଡ ଲାଇନ୍ସ , ପ୍ରତେକ ପୋଲିସ ଷ୍ଟେସନରେ ସିସିଟିଭିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।