ଭୁବନେଶ୍ୱର; ଗତ ୮ ମାସରେ ୨୪୮୩ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ନିର୍ଯ୍ୟାତନା ଜନିତ ଘଟଣା ଘଟିଛି । ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁର ରେ ୧୫୭ ଟି ନିର୍ଯ୍ୟାତନା ଘଟଣା ଘଟିଛି ।ଏହି ସବୁ ମାମଲା ଗୁଡ଼ିକର ତଦନ୍ତ ଦାୟିତ୍ବ ଜଣେ ଡ଼ିଏସପି ପାହ୍ୟାର ଅଧିକାରୀ କରୁଛନ୍ତି ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।