ପଶ୍ଚିମବଙ୍ଗର ନନ୍ଦନ କାନନ ରେ ଅଛି ଜିନ୍ନତ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

0

ଭୁବନେଶ୍ୱର: ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗର ନନ୍ଦନ କାନନ ରେ ଅଛି |ପଶ୍ଚିମବଙ୍ଗ ସରକାର ଙ୍କୁ ଚିଠି ଲେଖାଯାଇଛି | ଓଡ଼ିଶା ଫେରିବ ବାଘୁଣୀ |ଆମ ପାଇଁ ସୌଭାଗ୍ୟ ଓ ଗୌରବ ଓଡ଼ିଶାର ନା ଆଗକୁ ଯିବ | ଶିମିଳିପାଳ ରେ ଗୋଟିଏ କ୍ଲାଇମେଟ ଅଛି ସେଠି ବାଘୁଣୀ ଜିନ୍ନତ କୁ ରଖାଯିବ |ବୈଜ୍ଞାନିକ ମାନଙ୍କ ସହ ଆଲୋଚନା କରାଯିବ ତାକୁ କେତେଦିନ ଏନକ୍ଲୋଜରରେ ରଖାଯିବ |ତାପାଇଁ ସ୍ୱତନ୍ତ୍ର ଖୁଆଡ଼ ଅଛି ସେଠି କେତେଦିନ ରହିବ |ତାର ଗତି ବିଦ୍ଧି ଲକ୍ଷ କରିବା ପାଇଁ ଜଙ୍ଗଲ ବିଭାଗ, ବିଶେସଂଜ୍ଞ ଙ୍କ ସହିତ ଆଲୋଚନା କରାଯିବ |ବିଗତ ଦିନରେ ଆମର ଭୁଲ କୁ ସୁଧାରି ତାକୁ ରଖିବା ବ୍ୟବସ୍ଥା କରିବୁ |