ଭୁବନେଶ୍ୱର: ଗୃହ ମଧ୍ୟ ଭାଗକୁ ଯାଇ ବିଜେଡିର ପ୍ରତିବାଦ ଓ ହୋ ହାଲ୍ଲା | ଗତକାଲି ନିଯୁକ୍ତିରେ ଚଞ୍ଚକତା ଓ ଏଏସଓ ଚାକିରୀ ବିକ୍ରି ହେଉଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ | ଏହାକୁ ବିରୋଧ କରି ବିଜେଡି ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ କେଉଁଠି ଓ କିଏ ଚାକିରୀ ବିକ୍ରି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କଲେ ବିଜେଡ଼ି ସଦସ୍ୟ|