ନୂଆଦିଲ୍ଲୀ– JEE ପରୀକ୍ଷାକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ ଘୋଷଣା ।ଏଣିକି ବର୍ଷକୁ ଚାରିଥର JEE ପରୀକ୍ଷା ହେବ । ଛାତ୍ରମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ଏପରି ପଦକ୍ଷେପ ନେବା ପରେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ ।ପୂର୍ବ ଅପେକ୍ଷା ଜେଇଇ ପରୀକ୍ଷାରେ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଉପଲବ୍ଧ ହେବ । ଔଋଋ ପରୀକ୍ଷାର ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖଲିଆଲ କହିଛନ୍ତି ଯେ୨୦୨୧ମସିହାରୁ ଚାରିଥର ଜେଇଇ (ମେନ୍) ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଫେବୃଆରୀ ଶେଷରେ ଆରମ୍ଭ ହେବ। ପରେ ମାର୍ଚ୍ଚ , ଏହା ପରେ ପ୍ରତ୍ୟେକ ଥର ଏପ୍ରିଲ ଏବଂ ମେ ରେ ୩-୪ ଦିନ ପାଇଁ ଅନୁଷ୍ଠିତ ହେବ। “
Edit by sanjulata sahoo