ବ୍ଲକ ଅଧକ୍ଷ ଓ ଉପାଧକ୍ଷ ପାଇଁ ହେବ ଉପନିର୍ବାଚନ

0

ଭୁବନେଶ୍ୱର:  5 ଜିଲ୍ଲା ର 7 ବ୍ଲକରେ ବ୍ଲକ ଅଧକ୍ଷ ଓ ଉପାଧକ୍ଷ ପାଇଁ ହେବ ଉପନିର୍ବାଚନ | ଗଞ୍ଜାମ ର କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୁକୁଡ଼ାଖଣ୍ଡି ବ୍ଲକରେ ହେବ ଉପନିର୍ବାଚନ | ଆସନ୍ତା 14 ତାରିଖରେ ପ୍ରକାଶ ପାଇବ ନୋଟିଫିକେସନ | 22 ତାରିଖ 12 ଭିତରେ ହେବ ନୋମିନେସନ | 22 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ସହ ସେହି ଦିନ ହିଁ ପ୍ରକାଶ ପାଇବ ଫଳ |