ଏହି ୫ଟି ସ୍ମାର୍ଟଫୋନ ହୁଏ ନାହିଁ ହ୍ୟାଙ୍ଗ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜିର ସମୟରେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ହେଲେ ଯେଉଁମାନେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ସେମାନେ ଏକଥା ନିଶ୍ଚୟ ଅନୁଭବ କରିଥିବେ ଯେ କିଛି ଦିନ ବ୍ୟବହାର ପରେ ଧୀରେ ଫୋନ୍ ସ୍ଲୋ ହେବା ଆରମ୍ଭ କରିଥାଏ । ଏହା ସହ ହ୍ୟାଙ୍ଗ୍ ମଧ୍ୟ ହୋଇଥାଏ । ଆଜି ଆମେ ଏମିତି କିଛି ଶକ୍ତିଶାଳୀ ସ୍ମାର୍ଟଫୋନ୍ ବିଷୟରେ କହିବୁ ଯାହା କେବେ ହ୍ୟାଙ୍ଗ୍ ହୋଇନଥାଏ । କାରଣ ଏହି ସବୁ ସ୍ମାର୍ଟ ଫୋନରେ ରହିଛି ସ୍ମାର୍ଟ ଫିଚର । ଏବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ୍ ବିଷୟରେ ।
Asus ROG Phone
ଡିସପ୍ଲେ : ୬.୦ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮/୫୧୨ ଜିବି
ରିୟର୍ କ୍ୟାମେରା : ୧୨+୮ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୮ ମେଗାପିକ୍ସେଲ୍
ବ୍ୟାଟେରୀ : ୪୦୦୦ଏମଏମଏଚ୍
ପ୍ରୋସେସର୍ : କ୍ବାଲକମ୍ ସ୍ନାପଡ୍ରାଗନ୍ ୮୪୫
Xiaomi Black Shark Helo
ଡିସପ୍ଲେ : ୬.୦୧ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୬୪ ଜିବି
ରିୟର୍ କ୍ୟାମେରା : ୧୨+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୨୦ ମେଗାପିକ୍ସେଲ୍
ବ୍ୟାଟେରୀ : ୪୦୦୦ଏମଏମଏଚ୍
ପ୍ରୋସେସର୍ : କ୍ବାଲକମ୍ ସ୍ନାପଡ୍ରାଗନ୍ ୮୪୫
Huawei Mate 20 Pro
ଡିସପ୍ଲେ : ୬.୩୯ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି
ରିୟର୍ କ୍ୟାମେରା : ୪+୪୦+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୨୪ ମେଗାପିକ୍ସେଲ୍
ପ୍ରୋସେସର୍ : କିରିନ୍ ୯୮୦
Honor Magic 2
ଡିସପ୍ଲେ : ୬.୩ ଇଞ୍ଚ ଆମୋଲ୍ଡ
ରାମ : ୬/୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି/୨୫୬ ଜିବି
ରିୟର୍ କ୍ୟାମେରା : ୧୬+୨୪ + ୧୬ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୧୬+୨ ମେଗାପିକ୍ସେଲ୍
ବ୍ୟାଟେରୀ : ୩୫୦୦ଏମଏମଏଚ୍
ପ୍ରୋସେସର୍ : ୨.୬ଏଐଚ୍ଛ କ୍ଟମଗ୍ଧବ-ମକ୍ଟକ୍ସର
OnePlus 6T
ଡିସପ୍ଲେ : ୬.୪ ଇଞ୍ଚ ଆମୋଲ୍ଡ
ରାମ : ୬/୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି/୨୫୬ ଜିବି
ରିୟର୍ କ୍ୟାମେରା : ୧୬+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୧୬ ମେଗାପିକ୍ସେଲ୍
ବ୍ୟାଟେରୀ : ୩୭୦୦ଏମଏମଏଚ୍
ପ୍ରୋସେସର୍ : ଏଡ୍ରେନୋ ୬୩୦ ସ୍ନାପଡ୍ରାଗନ୍ ୮୪୫