ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ; ଜଣେ ମୃତ

0

କଳାହାଣ୍ଡି / ଜନକ ପୋଡ଼:  ଅଦିନିଆ ବର୍ଷା ଓ ଘଡଘଡି ସହ ବିଜୁଳି ମାରିବାରୁ ଜଣେ ମୃତ । ନିଜ ଧାନ ବିଲରେ ଧାନ କୁ ବର୍ଷା ହେଉଥିବାରୁ ବିଲ କୁ ଯାଇ ଧାନ କୁ ବର୍ଷା ପାଣି ରୁ ବଞ୍ଚାଇବାକୁ ଯାଇ  ହଟାତ ବିଜୁଳି ର ଶିକାର ହେଉଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଚହଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଘଟବାହାଳୀ ଗ୍ରାମର ସଚିନ ମାଝୀ ବୟସ 22ବର୍ଷ ବୋଲି ଜଣାପଡିଛି ।