ଭୁବନେଶ୍ୱର:୨୯ ଜୁନ୍ ସରକାରୀ ଛୁଟି ଘୋଷଣା । ଇଦ୍-ଉଲ୍-ଜୁହା ପାଇଁ ଗୁରୁବାର ସରକାରୀ ଛୁଟି ଘୋଷଣା ।ବଦଳିଲା ଇଦ୍-ଉଲ୍-ଜୁହା ଛୁଟି ତାରିଖ ୩୦ ଜୁନ ବଦଳରେ ୨୯ ଜୁନ୍, ଶୁକ୍ରବାର ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ସରକାର ।ପୂର୍ବରୁ ୩୦ ତାରିଖରେ ରାଜ୍ୟ ସରକାର । ଛୁଟି ଘୋଷଣା କରିଥିଲେ,କିନ୍ତୁ ଜୁନ୍ ୩୦ ପରିବର୍ତ୍ତେ ୨୯ ଜୁନକୁ ବଦଳାଯାଇଛି । ଏନେଇ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିବ ।