ଡ଼େରା ଟାଇକୋଣ୍ଡ ଅନୁଷ୍ଠାନ ରାଜ୍ୟ ତଥା ଜିଲ୍ଲାର ରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି

0

(ମନିଲ କୁମାର ମହାରଣା) : ଓଡ଼ିଶାର ଅନେକ ଟାଇକୋଣ୍ଡ ଅନୁଷ୍ଠାନ ମଧ୍ୟରୁ ତାଳଚେର ଡ଼େର । ଟାଇକୋଣ୍ଡ ଅନୁଷ୍ଠାନ ରାଜ୍ୟ ତଥା ଜିଲ୍ଲାର ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି । ଅନୁଷ୍ଠାନର ସୁନାମ ଧନ୍ୟ ଓ ତାଲିମ୍ ପ୍ରାପ୍ତ କୋଚ୍ ଯୋଗେନ୍ଦ୍ର ନାୟକଙ୍କ ଚିତାକର୍ଷକ ତାଲିମରେ ଅନୁପ୍ରାଣିତ ହୋଇ ତାଳଚେର ଅଂଚଳରେ ବହୁ ଛାତ୍ରଛାତ୍ରୀ ଉତ୍ସାହ ର ସହିତ ଉକ୍ତ ଅନୁଷ୍ଠାନରେ ଯୋଗଦେଇ କୃତିତ୍ୱ ହାସଲ କରୁଥିବାର ନଜିର ମଧ୍ୟ ରହିଛି । ତେବେ ଉକ୍ତ ଅନୁଷ୍ଠାନର କୋଚ୍ ଯୋଗେନ୍ଦ୍ର ନାୟକ ୧୦ ବର୍ଷ ର ଅଭି ତାକୁ ପାଥେୟ କରି ଶହ ଶହ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିପାରିଛନ୍ତି ।