୧୫ ଜଣଙ୍କ ଜୀବନ ନେଲା କରୋନା ଓଡିଶା By Reporters Today Bureau On Nov 11, 2020 0 Share ଭୁୁବନେଶ୍ୱର /ସଞ୍ଜୁ– ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୪୬୯ କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ କଲ୍ୟାଣ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । BhubaneswarOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail