ଭୁୁବନେଶ୍ୱର/ସଞ୍ଜୁ– ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୀର୍ଘଦିନ ପରେ ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଓଡିଶାରେ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୪୧୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 9th November
New Positives Cases: 987
In Quarantine: 572
Local Contacts: 415(Details of local contacts will be shared by concerned District Administration)
District Wise Cases:
1. Angul: 86
2. Balasore: 25
3. Bargarh: 31
4. Bhadrak: 4
5. Balangir: 43— I & PR Department, Odisha (@IPR_Odisha) November 10, 2020
ଖୋର୍ଦ୍ଧାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ତେବେ ଆଜି ସୁନ୍ଦରଗଡରୁ ସର୍ବାଧିକ ୧୦୭ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
6. Boudh: 7
7. Cuttack: 85
8. Deogarh: 2
9. Dhenkanal: 22
10. Ganjam: 9
11. Jagatsinghpur: 45
12. Jajpur: 27
13. Jharsuguda: 34
14. Kalahandi: 23
15. Kandhamal: 8
16. Kendrapada: 60
17. Keonjhar: 30
18. Khurda: 86
19. Koraput: 7
20. Malkangiri: 4
21. Mayurbhanj: 84— I & PR Department, Odisha (@IPR_Odisha) November 10, 2020
ଅନ୍ୟ ସମସ୍ତ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି ।ଗଞ୍ଜାମରୁ ୪ ଜଣ, ଭଦ୍ରକରୁ ୪ ଜଣ, କୋରାପୁଟରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 22
23. Nayagarh: 11
24. Nuapada: 41
25. Puri: 29
26. Rayagada: 11
27. Sambalpur: 17
28. Sonepur: 9
29. Sundargarh: 107
30. State Pool: 18New recoveries: 1521
Cumulative tested: 5027959
Positive: 303780
Recovered: 289689
Active cases: 12584— I & PR Department, Odisha (@IPR_Odisha) November 10, 2020
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୩,୭୮୦ ରେ ପହଞ୍ଚିଛି । ୧୨ ହଜାର ୫୮୪ ଥିବାବେଳେ ୨ ଲକ୍ଷ ୮୯ ହଜାର , ୬୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।