ଆଜି ହେଉଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ବିଶ୍ୱସ୍ୱାସ୍ଥ୍ୟା ସଙ୍ଗଠନ ଦ୍ୱାରା ଏପ୍ରିଲ ୭କୁ ସ୍ୱାସ୍ଥ୍ୟ ଦିବସ ଭାବେ ପାଳତ କରଯାଏ
ଭୁବନେଶ୍ୱର : ପ୍ରତିବର୍ଷ ଏପ୍ରଲ ୭ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମୂଳ ଉଦେଶ୍ୟ ହେଉଛି ଲୋକଙ୍କୁ କିପରି ହେଲଥ କେୟାର ଉପରେ ସତେତନ କରାଇବେ । ଲୋକକେଙ୍କ ସ୍ୱାସ୍ଥ୍୍ୟ ଠିକ ରହିବ ଲୋକ କିପରି ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ ସେଥି ନେଇ ଆରମ୍ଭ ହୋଇଥିଲା ସ୍ୱାସ୍ଥ୍ୟ ଦିବସ । ପ୍ରତିବର୍ଷ ଥିମ ଆକରରେ ଏହାକୁ ପାଲନ କରାଯାଏ ଯେଉଁଠାରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସତ ଦ୍ୱାରା ବିଶେଷ କରି ମେଣ୍ଟାଲ ହେଲଥ,ମାତୃ ଓ ଶିଶୁ ଯତ୍ନ, ସର୍ବଭାରତୀୟ ସ୍ତରରେ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚତା କରନ୍ତି । ଏହି ଆଲେଚନାରେ ଡାକ୍ତର ଓ ସରକାରଙ୍କ ମିଳିତ ପ୍ରୟାସରେ ଏହି ଦିନଟି ପାଳନ କରାଯାଏ ।
ସ୍ୱାସ୍ଥ୍୍ୟ ଦିବସରେ ଉଦେଶ୍ୟ ରହିଛି ବିନା ଔଷଧରେ ଲୋକ କିପରି ନିଜ ଆତ୍ମବିଶ୍ୱାଶ ସଦୃଡ ରହିଲେ ଦେହ ମନ ସୁସ୍ଥ ସବଳ ରହିବ । ସେଥିପ୍ରତି ଗୁରୁତ୍ୱ ଦେବାକୁ କାହିଛନ୍ତି । ସୁସ୍ଥ ଖାଆନ୍ତୁ ନିୟମିତ ଯୋଗ ବ୍ୟାମ କରିବା ଦ୍ୱାରା ସ୍ୱୁସ୍ଥ୍ ରହିବେ । ଯଦି ଦେହ ଠିକ ରହିବ ତେବେ ମନ ମଧ୍ୟ ଠିକ ରହିବ ଆପଣ ସ୍ୱାସ୍ଥ୍ୟା ଅନୁଭବ କରିବେ ।