ପାଟନାଗଡ/ଜଗନ୍ନାଥ ଦରୁଆ: ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ପଶ୍ଚିମ ଓଡିଶାରେ ଉତ୍ସବର ମାହୋଲ ଥିବାବେଳେ ଆଜି ମା” ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିବ ନୂଆ ଧାନ । ମାଁ’ଙ୍କ ପାଖେ ନବାର୍ଣ୍ଣ ଲାଗିବା ପାଇଁ ଥିବାବେଳେ ମା’ଙ୍କୁ ସରିଆ ଧାନ ଲାଗି ହୁଏ । ମା”ଙ୍କ ପାଖେ ଧାନ ଲାଗି ହେବା ପରେ ଘରେ ଘରେ ନୂଆ ଖାଇବେ ଲୋକେ ।