ବେକାରୀ ସମସ୍ୟାକୁ ନେଇ ଦେବୀମିଶ୍ର ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତିଯେ ସରକାର ବେକାରୀ ସମସ୍ୟାର ନିରାକରଣ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ କନକ୍ଳେବ କରିଛନ୍ତି । ଅନୁସଙ୍ଗିକ କୃଷି କ୍ଷେତ୍ର ରେ ନିଯୁକ୍ତି ସୃଷ୍ଟି ହୋଇଛି । ଏଥିସହ ବେକାରୀ ସମସ୍ୟା ନେଇ କେନ୍ଦ୍ର କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବି ମିଶ୍ର । ଅନ୍ୟମାନଙ୍କ ଭଳି ଆମେ କହିନୁ ବର୍ଷକୁ ୨ କୋଟି ନିଯୁକ୍ତି ଦେବୁ, କୁହାଯାଇଥଲା ହଉଛି କଣ, ହବା ନ ହେବା ଭିତରେ ଇକୋଣମିକ ଡିଷ୍ଟାନ୍ସ । ନବୀନ ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ।