ରେଙ୍ଗାଲି / ମନୋଜ ମୁଦୁଲି: ଠିଆ ହୋଇଥିବା ହାଇୱା ଗାଡି କୁ ଧକ୍କା ଦେଲା ଟ୍ରଲର l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ଡଲୋଇ ରାସ୍ତା ରେ ଠିଆ ହୋଇଥିବା ହାଇୱା ଗାଡି କୁ ପଛ ପଟୁ ଧକ୍କା ଦେଲା ଟ୍ରେଲର ଗାଡି l ଏହି ଦୁର୍ଘଟଣାରେ ଟ୍ରେଲର ଗାଡି ଡ୍ରାଇଭର ଗାଡି ଭିତରେ ଫସି ରହିଥିବା ବେଳେ ଘଟଣା ସ୍ଥଳକୁ ରେଙ୍ଗାଲି ପୋଲିସ ରେଙ୍ଗାଲି ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରିଛନ୍ତି l ଡ୍ରାଇଭର ଙ୍କ ଅବସ୍ଥା ଗୁରୁତର ଥିବା ବେଲେ ଡ୍ରାଇଭର ଙ୍କୁ ରେଙ୍ଗାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ର କୁ ନିଆଯାଇଛି l ଅନ୍ୟପଟେ ରେଙ୍ଗାଲି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି l