କେନ୍ଦ୍ରକୁ ଚିଠି ଲେଖିଲେ ପରିବହନ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ

0

ଭୁବନେଶ୍ୱର : କେନ୍ଦ୍ରକୁ ପରିବହନ ବିଭାଗର ଚିଠି । ଚିଠି ଲେଖିଲେ ପରିବହନ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ । ଇ -ଜାନ ଅପଗ୍ରେଡେସନ ପାଇଁ ୭୫ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ଦାବି । ଏହି ରାଶି ସ୍ୱତନ୍ତ୍ର ସହାୟତା ର ୫୦ ପ୍ରତିଶତ । ସ୍ୱତନ୍ତ୍ର ସହାୟତା ପାଇବାକୁ ମାଇଲଷ୍ଟୋନ -୧ହାସଲ କରିଛି ଓଡ଼ିଶା । ସରକାରୀ କାର୍ୟ୍ୟାଳୟ, ପୌରସଂସ୍ଥା ରେ ହେବ ଅପଗ୍ରେଡେସନ । ସର୍ବସାଧାରଣ ପ୍ରୋତ୍ସାହନ ରାଶି ବାବଦ କୁ ବ୍ୟବହାର ହେବ ଅର୍ଥ ।