ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା: EOW ରେ ସୌମ୍ୟ ଶଙ୍କର

0

ଭୁବନେଶ୍ୱର: ଇଓଡବଲୁରେ ସୌମ୍ୟ ଶଙ୍କର ଚକ୍ର  l ଗନ୍ଧମାର୍ଦନ ଲୋଡିଂ  ଆଣ୍ଡ କୋଓପରେଟିଭ ସୋସାଇଟିର ଘୋଟାଲା ଉପରେ ପଚରା ଉଚରା l  ଶୌମ୍ୟ ସହିତ 6 ଜଣଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଓଡବଲୁ l ଏହି ମାମଲାରେ ପୁର୍ବରୁ ମାନସ ବାରିକ ପୁର୍ବତନ ସଭାପତିଙ୍କୁ ଗିରଫ କରିଥିଲା ଇଓଡବଲୁ l  ଗନ୍ଧମାର୍ଦନ ସଂପାଦକ ଉତ୍କଳ ଦାସଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l ଗତ ଫ୍ରେବୃଆରୀ 8 ତାରିଖରେ ଦୁଇ ଜଣ ଙ୍କୁ ଗିରଫ କରିଥିଲା ଇଓଡବଲୁ l