(ଜୟନ୍ତ କୁମାର ସେଠୀ / ଗୋପ) ; ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ ୪୨ ବାଟି କୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ. ଓଡିଶା ରRSSର ପ୍ରଚାରକ ଓ ଏବିଭିବି ର ଜଣେ ଦକ୍ଷ ନେତା ଓଡିଶା ପ୍ରଦେଶ ସଂଗଠନ ମନ୍ତ୍ରୀ କୁମାର କୃଷ୍ଣ ଚନ୍ଦ୍ର ରାୟ ଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ କେନ୍ଦ୍ର ମନ୍ତ୍ରୀ ତାଙ୍କ ବାସ ଭବନ ରେ ଆସି ପହଞ୍ଚି ଥିଲେ ! ପ୍ରଥମେ ମନ୍ତ୍ରୀ କୁମାର କୃଷ୍ଣ ଚନ୍ଦ୍ର ରାୟ ଙ୍କ ଫଟୋ ରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ! କେନ୍ଦ୍ର ମନ୍ତ୍ରୀ ଙ୍କ ସହ ନିମାପଡା ଗୋପ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟିକା ପ୍ରାଥୀନି ପ୍ରଭାତି ପରିଡା ଓ ଅନେକ ସାଂଗଠିନକ କର୍ମ କର୍ତା ମାନେ ଉପସ୍ଥିତ ଥିଲେ ।