୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା;ବିଧାନସଭା ଆଲୋଚନାରେ କେମିତି ଭାଗ ନେବେ ?

0

ଭୁବନେଶ୍ୱର;୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା | ବିଧାନସଭା ଆଲୋଚନାରେ କେମିତି ଭାଗ ନେବେ ? ନିଜ ଅଞ୍ଚଳର ସମସ୍ୟାକୁ କି କିଭଳି ପ୍ରଭାବୀ ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । । ବିରୋଧୀ ବିଧାୟକମାନେ ଗଠନମୂଳକ ଚର୍ଚ୍ଚାରେ କେମିତି ଅଂଶ ଗ୍ରହଣ କରିବେ। ଏଥିପାଇଁ ବିଧାନସଭା ପକ୍ଷରୁ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ୪ କେନ୍ଦ୍ରମନ୍ତ୍ରୀ ଏହି କର୍ମଶାଳାରେ ନୂଆ ବିଧାୟକମାନଙ୍କୁ ପାଠ ପଢ଼ାଇବେ ।ଆସନ୍ତ 18 ୧୭ ଓ ୧୮ରେ ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ ତାଲିମ କର୍ମଶାଳାର ଆୟୋଜନ କରାଯାଇଛି।