Browsing

Video

ଦଳ ପୂର୍ଣ୍ଣ କେନାଲରେ ପଡି ୨ ଶିଶୁଙ୍କ ମୃତ୍ୟୁ

ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦ୍ଵୀପ: ପାରାଦ୍ଵୀପ ଅଠରବାଙ୍କି ଲକପଡା ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ରହିଛନ୍ତି । ଉଭୟଙ୍କ ବୟସ ୪ ବର୍ଷ । ଖବରରୁ ଜଣାପଡିଛି,…
Read More...

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ

ରାୟଗଡା: ଆଜିଠାରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଉଛି ରାଜ୍ୟ ସ୍ତରୀୟ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ, ରାଜ୍ୟର ପ୍ରାୟ ୧୮୦ ଜଣ ପ୍ରତିଯୋଗୀ ଏହି ଚମ୍ପିୟାନସିପରେ ଭାଗ ନେଇଛନ୍ତି । ରାୟଗଡା ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ…
Read More...

ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଗୋପ/ଜୟନ୍ତ ସେଠୀ: ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି। ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ପରିବାରର ୩…
Read More...

ବନ୍ୟା ଉଜାଡ଼ି ଦେଲା ସୁନାର ଧାନ ଫସଲ, ଚିନ୍ତାରେ ଚାଷୀ

(ଅଜିତ କୁମାର ସାହୁ / ଜଳେଶ୍ୱର): ବସ୍ତା ବାସୀଙ୍କ ପାଇଁ ଦୁଖ ସାଜିଛି ଜଳକା । ପ୍ରତି ବର୍ଷ ଜଳକା ନଦୀରେ ବନ୍ୟା ଆସି ଉଜାଡ଼ି ଦେଉଛି ସୁନାର ଫସଲ। ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ସହିତ, ଜଳକା ଓ ପେଜଗଳା ନଦୀର ବନ୍ୟା ଆସି ନଷ୍ଟ ହୋଇଛି ଧାନ ଫସଲ, ଆଖି ଆଗରେ ସୁନାର ଫସଲ ଉଜୁଡି ଯିବା…
Read More...

୫୦୦ଟି ଚୋରି କରିଥିବା କୁଖ୍ୟାତ ଚୋରକୁ ଧରିଲା ପୋଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଆଜି ଏକ କୁଖ୍ୟାତ ଚୋର ଧରାପଡିଛି । ଏହି ଚୋରର ନାମ ହେମନ୍ତ ଦାସ ହୋଇଥିବାବେଳେ ୧୯୮୬ ମସିହାରରୁ ୩୩ ବର୍ଷ ହେଲା ରାଜ୍ୟ ଓ ରାଜ୍ୟ ବାହାରେ ଚୋରି କରୁଥିଲା । ପୁଲିସର ସୂଚନା ମୁତାବକ ହେମନ୍ତ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୫୦୦ଟି ଚୋରି କରିଛି ।…
Read More...

୧୨ ସହରର ସୁନାଦୋକାନରେ ଜିଏସଟି ରେଡ୍

ଭୁବନେଶ୍ୱର(ଆଦର୍ଶ ରାଉତ): ସୁନା କାରବାରରେ ଜିଏସଟି ଠକେଇ । ଠକେଇ ଅଭିଯୋଗରେ ୧୨ ସହରରେ ଚଢାଉ ଜାରି ରଖିଛି ଜିଏସଟି ଟିମ୍ । ୧୨ ସହରରେ ୧୭ଟି ସୁନା ଦୋକାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି…
Read More...

ସିବିଆଇ ତଦନ୍ତ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ବାପା

କଟକ (ଜଗନ୍ନାଥ ମହାନ୍ତି): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାପା ଅଭିରାମ ମହାପାତ୍ର । ପାରଳାଖେୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ଵାଇଁ ଏବଂ ଓଆଇସି ମମତା ପଣ୍ଡା କ୍ରାଇମ ସିନରୁ ଅନେକ ପ୍ରମାଣ ନଷ୍ଟ କରିଥିବା…
Read More...

ଗଡ ରଖିଲେ ମହାରଥୀ, କିନ୍ତୁ ଗାଇଡଲାଇନ ହୋଇଗଲା ଫୁ

(କାଜଲ ସୁନ୍ଦରାୟ); ଗତ କାଲି ସରିଛି ପିପିଲି ଉପ ନିର୍ବାଚନ । ଆଉ ବାଜୀ ମରିଲା ବିଜେଡି । ରୁଦ୍୍ର ପ୍ରତାପ ମହାରଥୀ ନିଜ ବାପାଙ୍କ ପଦକୁ ଜାବୁଡି ଧରିଲେ । ମହାରଥୀ ଗଡ କୁହାଯାଉଥିବା ପିପିଲିରେ ଚାଲିବ ପୁଅ ରୁଦ୍ର ମହାରଥୀଙ୍କ ରାଜୁତୀ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ରାଜନୀତିକୁ…
Read More...

ବିରାଟ ହ୍ୱିଲ ସାର୍କର ମୃତଦେହ ଉଦ୍ଧାର

ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦୀପ: ଜଗତସିଂହପୁର ଏରସମା ରାମତରା ନିକଟରୁ ଆଜି ଲୋକଙ୍କ ନାହିଁ ନଥିବା ଭିଡ । ରାମତରା ନିକଟରେ ଏକ ହ୍ୱିଲ୍ ଶାର୍କର ମୃତଦେହ ଉଦ୍ଧାର ପରେ ଲୋକଙ୍କ ସୁଅ ଛୁଟିଥିଲା ସେଠାକୁ । ସମୁଦ୍ର ବେଳାଭୂମିରୁ ହିଲ୍ ଶାର୍କ ମାଛର ମୃତଦେହ ଉଦ୍ଧାର କରିଛି ବନ ବିଭାଗ ।…
Read More...