Browsing

Video

ସୁରୁଖୁରୁରେ ଚାଲିଛୀ ପିପିଲି ଉପନିର୍ବାଚନ ମତଦାନ

(ଜୟନ୍ତ କୁମାର ସେଠୀ / ଗୋପ): ପିପିଲିରେ ଉପନିର୍ବାଚନ ନେଇ ମତଦାନ ଚାଲୁ ରହିଛି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି। ଅନ୍ୟପଟେ ଦିବ୍ୟଙ୍ଗ ଭୋଟର ମାନଙ୍କ…
Read More...

ଆରମ୍ଭ ହେଲା ପିପିଲି ଗଡ ଜିତିବା ଯୁଦ୍ଧ

(ଜୟନ୍ତ କୁମାର ସେଠୀ / ଗୋପ): ପିପିଲି  ଉପନିର୍ବାଚନ ପାଇଁ   ଆରମ୍ଭ  ହୋଇଗଲାଣି   ମତଦାନ  । ସକାଳ ୭ ଟା ରୁ ମତଦାନ  ଆରମ୍ଭ ହୋଇଗଲାଣି  ।  ସମସ୍ତ କୋଭିଡ ଗାଇଡ ଲାଇନ ଭିତରେ ଚାଲିଛି ମତଦାନ କାର୍ଯ୍ୟକ୍ରମ  ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ…
Read More...

ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

(ଜୟନ୍ତ କୁମାର ସେଠୀ):  ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ । ମୁକ୍ତ ନିରପେକ୍ଷ ନିର୍ଵାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ । ଭୟମୁକ୍ତ ନିର୍ଵାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ପିପିଲି ଅ।ସନ ପାଇଁ ୩୪୮ ଟି ମତ ଦାନ…
Read More...

ବଳଙ୍ଗା ଥାନାରେ ବିସ୍ଫୋରଣ

(ଜୟନ୍ତ କୁମାର ସେଠୀ / ଗୋପ): ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଥାନାର ଛାତ ସମେତ କାନ୍ଥ ଭୁସୁଡି ପଡିଛି ଏବଂ ଭିତରେ ଫସି ରହିଛି ଅନେକ ଗୁରୁତ ପୂର୍ଣ କାଗଜ ପତ୍ର । କାହାରି କିଛି କ୍ଷତିକ୍ଷତି ହୋଇନଥିବା ବେଳେ ଆଖ…
Read More...

ସାଇବର ଠକଙ୍କ ଟାର୍ଗେଟରେ ଯୁବତୀ

ଭୁବନେଶ୍ୱର, ଆଦର୍ଶ ରାଉତ: ଦିନକୁ ଦିନ ବଢୁଛି ସାଇବର ଠକେଇ । ଲୋକଙ୍କୁ ଠକିବାକୁ ଠକ ଆପଣଉଛନ୍ତି ବିଭିନ୍ନ କୌଶଳ । ବୟସ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଠକିନେଉଛନ୍ତି ମୋଟାଅଙ୍କର ଟଙ୍କା । ଏଥିରୁ ବାଦ ପଡିନାହାନ୍ତି ଯୁବତୀ । ଅଜଣା ନମ୍ବରରୁ ଫୋନକରି ଯୁବତୀଙ୍କ…
Read More...

ଖବର ପ୍ରସାରଣ ପରେ ଜେଇଙ୍କ ବଦଳି: ଆଉ ଦୁଇ ବାକି

ଭୁବନେଶ୍ୱର: ରିପୋର୍ଟରସ୍ ଟୁଡେର ମହାପ୍ରଭାବ । ଦୀର୍ଘ ଦିନରୁ ଯଖ ପରି ମାଡିବସିଥିବା ଜେଇ ପଦରୁ କାହ୍ନୁ ବାବୁଙ୍କ ବଦଳି । ଦୀର୍ଘ ୫ ବର୍ଷରୁ ଅଧିକ ସମୟ ହେବ ବାବୁ ସେଠାରେ ନିୟୋଜିତ ଥିଲେ । ଏହି ୫ ବର୍ଷରେ ବିଭିନ୍ନ ସରକାରୀ କାର୍ଯ୍ୟରେ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା କରି ମାରୁଥିଲେ…
Read More...

କନ୍ଧ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କପଡା ଗନ୍ଦାକୁ ଜିଆଇ ଟ୍ୟାଗ ମାନ୍ୟତା ଦାବୀ

ରାୟଗଡା(ମନୋଜ ସାହୁ ): ରାୟଗଡା ଜିଲ୍ଲା ବିଷମକଟକ ଓ ମୁନିଗୁଡା ବ୍ଲକ ଅନ୍ତର୍ଗତ ନିୟମଗିରୀ ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର (କପଡା ଗନ୍ଦା)କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବୀ କରାଯାଇଛି । ଜିଆଇ ଟ୍ୟାଗ ମିଳିବା ଦ୍ୱାରା…
Read More...

କୃଷି ଆଇନ ବିରୋଧରେ ଭାରତ ବନ୍ଦ

ଭୁବନେଶ୍ୱର(ଆଦର୍ଶ ରାଉତ):  ବିବାଦିୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ସଂୟୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସରକାରୀ ଏବଂ ବେସରକାରୀ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର,…
Read More...