କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମ୍ସରେ ଭର୍ତ୍ତି

0

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ୬୩ ବର୍ଷୀୟ ସୀତାରମଣଙ୍କୁ ‘ଏମ୍‌ସ୍‌’ର ଏକ ‘ପ୍ରାଇଭେଟ୍‌ ୱାର୍ଡ’ରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏପରିକି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ |