ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପୋଲିସ,ଅଗ୍ନିଶମ ଓ ହୋମଗାର୍ଡ ମେଡାଲ ଘୋଷଣା । ଚଳିତ ବର୍ଷ ୬ଜଣ ପୋଲିସ ସାହାସିକତା,୨ ଜଣ ରାଷ୍ଟ୍ରପତି ବିଶିଷ୍ଟ ସେବା ଓ ୧୧ ଜଣ ପ୍ରସଂଶନୀୟ ସେବା ମେଡାଲ ପାଇବାକୁ ମନୋନୀତ ।
ସାହାସିକତା ପୁରଷ୍କାର(୬ଜଣ)
୧-ଗିରିଶ ଚନ୍ଦ୍ର ମାଝୀ(ଏସଆଇ)
୨-ପବିତ୍ର କୁମାର ସାହୁ(ହାବଲଦାର)
୩-ଉମେଶ ମୁଣ୍ଡ(ହାବିଲଦାର)
୪-ପିତାମ୍ବରସତନାମୀ(କନଷ୍ଟେବଲ)୫-କବିଚନ୍ଦ୍ର ରାଉତ(କନଷ୍ଟେବଲ)
୬-ଶୁସାନ୍ତ କୁମୀର ସାହୁ(କନଷ୍ଟେବଲ)
2 ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ….
୧-ସରୋଜ କୁମାର ସାମଲ(ଏସପି)
2-ସତ୍ଯବାଦୀ ମଲ୍ଲିକ(କନଷ୍ଟେବଲ)
11ଜଣଙ୍କୁ ପ୍ରସଂଶନୀୟ ସେବା ମେଡାଲ
(୧)ପାରିତୋଷ ମଣ୍ଡଳ(କନଷ୍ଟବଲ
(୨)ସେକ ଅବଦିଲ ଫାୟାଜ(ଏସଆଇ),
(୩)ମହମ୍ମଦ ତୋସିଫ ରବିନା(କନଷ୍ଟେବଲ)
(୪)ଶରତ ଚନ୍ଦ୍ର ବେହରା(ଏଏସଆଇ)
(୫)ତ୍ରିଲୋଚନ ବୁଦ୍ଦିଆ(କନଷ୍ଟେବଲ)
(୬)ତେଜବାହାଦୂର ଗୁରୁଜଂଗ(ଏଏସଆଇ)
(୭)ଅତୁଲ କୁମାର ବିଶ୍ବାଳ(ହାବିଲଦାର),
(୮)ଜୟନ୍ତୀ ସୂନା(ହାବିଲଦାର)
(୯)ମନୋଜ କୁମାର ଜେନା(ହାବିଲଦାର),
(୧୦)ନରେଶ ଚୌଧୂରୀ(କନଷ୍ଟେବଲ)
(୧୧)ଦେବୀ ପ୍ରସାଦ ମହାନ୍ତି(କନଷ୍ଟେବଲ)
ଅଗ୍ନିଶମ ବାହୀନିରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ଲିଡିଂ ଫାୟାରମେନ ଭ୍ରମରବର ସେଠୀ ଓ ପ୍ରସଂଶନୀୟ ସେବା ପାଇଁ ପ୍ରଶାମ୍ତ କୁମାର ସାହୁ, ବିଶ୍ବରଂଜନ, ଅଭିମନ୍ଯୁ ପ୍ରଧାନ,ନରେନ୍ଦ୍ର କୁମାର ଭଲ୍ଲା, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ପ୍ରମୋଦ କୁମାର ରାଉତ ଓ ସୌଭାଗ୍ଯ ପ୍ରଧାନ।ପ୍ରସଂଶନୀୟ ସେବା ମେଡାଲ ପାଇବେ ସଂଜୀବ ନାୟକ । କରକସନାଲ ସର୍ଭିସ ମେଡାଲ ପାଇବେ କୁଅଁର ମରାଣ୍ଡି ଓ ସୁଚିତ୍ରା ଦାସ ।