ବ୍ରହ୍ମପୁର ୟୁନିଭର୍ସିଟିରେ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବ୍ରହ୍ମପୁର ୟୁନିଭର୍ସିଟିରେ ବିଭିନ୍ନ ବିଭାଗରେ ପ୍ରଫେସର ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଡ ପଦବୀ ପାଇଁ ମୋଟ ୨୬ ଟି ପଦବୀ ବାହାରିଛି । ସେହିପରି ଆସୋସିଏଟ ପ୍ରଫେସର ପାଇଁ ମୋଟ ୨୯ ଟି ପଦବୀ ବାହାରିଛି । ପ୍ରଫେସର ପାଇଁ ୧୧ ଟି ପଦବୀ ବାହାରିଛି ।
ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବଟାନୀ , ବିଜିନେସ ଆଡ଼ମିନଷ୍ଟ୍ରେସନ , କମର୍ସ କମ୍ପୁଟର ସାଇନ୍ସ , ଇକୋନୋମିକ୍ସ , ଇଂଲସ , ହିଷ୍ଟ୍ରୀ , ହୋମ ସାଇନ୍ସ , ଲ’ ଲିଙ୍ଗୁଇଷ୍ଟିକସ ମ୍ୟାଥେମେଟିକ୍ସ , ମରାଇନ ସାଇନ୍ସ , ଫିଜିକ୍ସ , ପିଲିଟିକାଲ , ସାଇନ୍ସ , ଜୁଲୋଜୀ , ଲିଙ୍ଗରାଜ ଲ’ କୋଲାଜ ଆଦି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥାମନେ ଆବେଦନ କରିପାରିବେ ।
ଆସୋସିଏଟ ପ୍ରଫେସର ପାଇଁ ବଟାନୀ , ବିଜନେସ ଆଡ଼ମିନିଷ୍ଟ୍ରେସନ , କମର୍ସ , କମ୍ପୁଟର ସାଇନ୍ସ, କେମେଷ୍ଟ୍ରୀ , ଇକୋନୋମିକ୍ସ , ଇଲେକ୍ଟ୍ରୋନିକ ସାଇନ୍ସ, ହିଷ୍ଟ୍ରୀ, ହୋମ ସାଇନ୍ସ ଲ’ଆଇ, ଆର, ଆଣ୍ଡ ପି.ଏମ , ଲିଙ୍ଗୁଇଷ୍ଟିକ , ମ୍ୟାଥେମେଟିକ୍ସ , ମରାଇନ୍ ସାଇନ୍ସ , ଓଡ଼ିଆ , ଫିଜିକ୍ସ , ପଲିଟିକାଲ ସାଇନ୍ସ , ଜୁଲୋଜୀ,
ସେହିପରି ପ୍ରଫେସର ପାଇଁ ବିଜନେସ ଆଡ଼ମିନିଷ୍ଟ୍ରେସନ , କେମେଷ୍ଟ୍ରୀ , କମର୍ସ, ଇଂଲିସ , ହିଷ୍ଟ୍ରୀ , ଜର୍ନାଲିଜିମ ଆଣ୍ଡ ମାସ କମୁନିକେସନ, ମ୍ୟାଥେମେଟିକ୍ସ , ମରାଇନ ସାଇନ୍ସ , ପଲିଟିକାଲ ସାଇନ୍ସ ।
ଇଚ୍ଛୁକ ପ୍ରାର୍ଥମାନେ ଏହି ସବୁ ପଦବୀରେ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିପାରିବେ । edu.in  ରେ ଲଗ୍‌ଇନ୍‌ କରନ୍ତୁ । ଆବେଦଦ କରିବାର ସମୟ ସୀମା ମାର୍ଚ୍ଚ ୧୬ ତାରିଖ ସଂନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ।