ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୃର୍ଥ ଦିନ । ଆଜିବି ପ୍ରଶ୍ନକାଳରେ ହଙ୍ଗାମା କଲେ ବିରୋଧୀ । ମଦ ମୃତ୍ୟୁ ନେଇ ଅବକାରୀ ମନ୍ତୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଟଗୋଳ ଜ୍ଝ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହଟଗୋଳ କରିଛନ୍ତି ଜ୍ଝ ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ମାଧବ ଧଡା ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ି ବାକୁ ଉଦ୍ୟମ। ସେପଟେ ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ବିଜେଡ଼ି ବିଧାୟକ ବିଧାୟିକା ଙ୍କ ଉଦ୍ୟମ।ସୁରକ୍ଷା କର୍ମୀ ଙ୍କ ସହ ହୋଇଛି ଧସ୍ତା ଧସ୍ତି ।
ଏହା ପରେ ଦିନ ସାଢେ ୧୧ଟା ପର୍ଯ୍ୟପକ୍ ବିଧାନସଭା ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।