ଡେରାଡୁନରେ ଭୂକମ୍ପ ଅନୁଭୂତ , ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ
ଭୂମିକମ୍ପ ଝଟକାରେ ଥରିଲା ଡେରାଡୁନ୍। ଉତ୍ତରାଖଣ୍ଡର ଡେରାଡୁନ୍ରେ ମଙ୍ଗଳବାର ଦ୍ଵିପ୍ରହର ୧ଟା ୪୨ ମିନିଟ୍ରେ ଭୂମିକମ୍ପ ଝଟକା ଲାଗିଛି।
(ଦିଲ୍ଲୀ) : ଭୂମିକମ୍ପ ଝଟକାରେ ଥରିଲା ଡେରାଡୁନ୍। ଉତ୍ତରାଖଣ୍ଡର ଡେରାଡୁନ୍ରେ ମଙ୍ଗଳବାର ଦ୍ଵିପ୍ରହର ୧ଟା ୪୨ ମିନିଟ୍ରେ ଭୂମିକମ୍ପ ଝଟକା ଲାଗିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
Earthquake of magnitude 3.8 on the Richter scale occurred at 1342 hours in Dehradun, Uttarakhand: National Center for Seismology
— ANI (@ANI) August 10, 2021
ସୂଚନାନୁଯାୟୀ , ଆଜି ଦ୍ଵିପ୍ରହର ୧ଟା ୪୨ ମିନିଟ୍ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି। ଏଥିରେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।