ଆସନ୍ତାକାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ: ସୂଚନା ଦେଲେ   ବିଡିଏ ଅଧିକାରୀ

0

ଖଣ୍ଡଗିରି : ଆସନ୍ତାକାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ । ଆଶ୍ରମ ଭାଙ୍ଗିବା ନେଇ ସୂଚନା ଦେଲେ   ବିଡିଏ ଅଧିକାରୀ ।  ଦିନ ୧୨ଟା ସୁଦ୍ଧା  ଆଶ୍ରମ ଜିନିଷପତ୍ର  ବାହାର କରିବାକୁ ଘୋଷଣା କରାଯାଇଛି । ମାଇକ ଯୋଗେ ଘୋଷଣା କରିଛି ବିଡିଏ । ସରକାରୀ ଜମିରେ ଛିଡା ହୋଇଥିବା ନେଇ  ସରକାରଙ୍କ ପାଖରେ  ତଥ୍ୟ ମଧ୍ୟ ରହିଥିବା ତଥ୍ୟ ସାମ୍ନାକୁ ଆସିଛି । ଜବର ଦଖଲକୁ ଉଚ୍ଛେଦ  କରିବା ପାଇଁ  ବିଡିଏର ପ୍ରସ୍ତୁତି ବର୍ତ୍ତମାନ  ଶେଷ ପଯ୍ୟାୟରେ ପହଞ୍ଚିଛି  ।