(ସୌମ୍ୟ ରଂଜନ ସେଠୀ): ଆମ ଦୈନଦିନ ଜୀବନରେ ଅନେକ ଘଟଣା ଘଟିଥାଏ । ଯାହାକୁ ଆମେ ଦେଖିବି ଅଣ ଦେଖା କରିଦେଇଥାଉ । କିନ୍ତୁ କଣ ଜାଣନ୍ତି କି ଆପଣଙ୍କ ଜିବନରେ ଘଟୁଥିବା ଘଟଣାମାନଙ୍କ ମଧ୍ୟରେ ଅନେକ କଥା ଲୁଚି ରହିଥାଏ । ଯାହା ଆମ ଉପରେ ଖରାପ ଓ ଭଲ ପ୍ରଭାବ ପକାଇଥାଏ ।
ତେବେ ଆସନ୍ତୁ ଜାଣିବା ସେମିତି କିଛି ସଙ୍କେତ ବିଷୟରେ ଯାହା ଆମେ ଆଗରୁ ପାଇଥାଉ
ଯଦି ଆପଣ ପରିବାରରେ କେହି ଜଣେ ହଠାତ ରୋଗାଗ୍ରସ୍ତ ହେଇଛନ୍ତି ବା ବହୁ ଦିନ ଧରି ଅସୁସ୍ଥ ହେବା । ଏହା ମଧ୍ୟ ଆଗକୁ ଆସୁଥିବା ବିପଦର ଏକପ୍ରକାରର ସଙ୍କେତ ।
ଚୁଲିରୁ କ୍ଷୀର ବାରମ୍ବାର ଉତୁରି ତଳେ ପଡିବା ତେବେ ଏହା ମଧ୍ୟ ଆଗକୁ ଆସୁଥିବା ବିପଦର ବିଷୟରେ ସୁଚାଏ ।
ଘରେ ଲାଗିଥିବା କାନ୍ଥ ଘଂଟା ହଟାତ ବନ୍ଧ ହୋଇଯିବା ମାନେ ଏହା ମଧ୍ୟ ଏକ ବିପଦର ସଙ୍କେତ ।
ବାସ ଗୃହକୁ ସଫା କରିବାର ସତ୍ୱେ ବାରମ୍ବାର ମଇଳା ହୋଇଯିବା । ତେବେ ଜାଣନ୍ତୁ ଏହାର ଆଗକୁ ଆସୁଥିବା ବିପଦର ସଙ୍କେତ ଦେଉଛି ।
ଯଦି କିଛି ଖାଇଲାବେଳେ ଖାଦ୍ୟ ହାତରୁ ପଡିଯାଉଛି ଏହା ମଧ୍ୟ ବିପଦ ସଙ୍କେତ
ଘରସାରା କେଶ ଛିଡିଂ ପଡିବା ହେଉଛି ଏକ ବିପଦ ସଙ୍କେତ
କୌଣସି କାରଣ ନଥାଇ ଯଦି ଘରେ କୌଣସି ମହିଳାଙ୍କ ଗର୍ଭପାତ ହୋଇଥାଏ, ତେବେ ଆଗକୁ କୌଣସି ବିପଦ ଆସୁଛି ବୋଲି ଜଣାନ୍ତୁ ।