କରମ୍ବୀର ସିଂ ନୌସେନାର ମୁଖ୍ୟ

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଳୀ: ଭାଇସ-ଆଡମିରାଲ କରମବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଭାଇସ-ଆଡମିରାଲ ସିଂ ବିଶାଖାପଟ୍ଟନମସ୍ଥିତ ଇଷ୍ଟର୍ଣ୍ଣ ନାଭାଲକମାଣ୍ଡର କମାଣ୍ଡିଂ-ଇନ-ଚିଫ ଭାବେ କାର୍ୟ୍ୟ କରୁଛନ୍ତି।
ଆଡମିରାଲ୍ ସୁନୀଲ ଲାନ୍ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରୁଥିବାରୁ ଭାଇସ-ଆଡମିରାଲ ସିଂଙ୍କୁ ପଦୋନ୍ନତି ଦିଆଯାଇଛି।