ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସର ଚଢାଉ

0

ତାଳଚେର/ ଉତ୍ତମ ଦାସ : ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ । ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ କରାଯାଉଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ବର, କେନ୍ଦୁଝର, ତେଳକୋଇ ଓ ତାଳଚେରରେ ଚାଲିଛି ରେଡ୍ ଚାଲିଥିବା ବେଳେ ଭୁବନେଶ୍ବର ପଟିଆ ଶିଶୁବିହାରରେ ଚାଲିଛି ଚଢ଼ାଉ । ତେଲକୋଇ ଜଗମୋହନପୁରରେ ରହିଛି ଏକ ମାର୍କଟେ କମ୍ପ୍ଲେକ୍ସ।
ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଚଢ଼ାଉରେ ୧୦ ଊଝଚ, ୧୬ ଇନ୍ସପେକ୍ଟର ଓ ୭ ଝଓ ସାମିଲ ଅଛନ୍ତି।