ଭିଜିଲାନ୍ସ ରେଡ଼

0

ଭଦ୍ରକ/ ସେକ ଫାଇଜାନ କାଦ୍ରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ୪ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସିଡିପିଓ କାର୍ୟ୍ୟାଳୟର ସୁପର ଭାଇଜରଙ୍କ ଘରେ ଚଢ଼ାଉ ହୋଇଛି । ସୁପରଭାଇଜର ହେଉଛନ୍ତି ମଲ୍ଲିଲତା ଦାସ । ତେବେ ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁ ରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭଦ୍ରକ ସିଡିପିଓ ଙ୍କ କାର୍ୟ୍ୟାଳୟ ରେ ମଧ୍ୟ ଭିଜିଲାନ୍ସ ର ଗୋଟିଏ ଟିମ ଚଢ଼ାଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି ।