କଂଗ୍ରେସର ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୁନିଗୁଡା ଗସ୍ତ

0

ରାୟଗଡା  : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର କଂଗ୍ରେସ ଭବନ ଠାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗସ୍ତ କରିଥିଲେ । ତାଙ୍କ ସହ ମୁନିଗୁଡା କଂଗ୍ରେସ କମିଟିର ବ୍ଳକ ସଭାପତି ନିଳାମ୍ବର ବିଭାର,ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରା,ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା,ଓବିସି ଶେଲେର ଜିଲ୍ଲା ଚ୍ୟାରମେନ ପ୍ରସାଦ ମାହାକୁଡ,ଏସି ଜିଲ୍ଲା ଉପ ସଭାପତି ରମେଶ ପାଳକା,ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସରସ୍ଵତୀ,ପିସିସି ରାଜ୍ୟ ଉପଭାତି ନକୁଳ ନାୟକ ,ସତ୍ୟ ନାରାୟଣ ବେହେରା,ଚନ୍ଦ୍ରଜିତି ଯାଦବ ,ଶୁବଳ ନାଗ,ଆନନ୍ଦ ବେହେରା,ବାଳକୃଷ୍ଣ ପଟ୍ଟନାୟକ,ଗୌରହରି ଭଛଙ୍କ ସମେତ ସମସ୍ତ କଂଗ୍ରେସର କର୍ମୀ ମାନେ ଉପସ୍ଥିତ ରହିଥିଲେ ।ବିଷମକଟକ ର ସାଂସଦ ପ୍ରତିନିଧି ଚନ୍ଦ୍ର ଶେକର କୁସୁଲିଆ ଟିବୁ, କଂଗ୍ରେସ ନେତା ଦିଲ୍ଲୀପ କୁମାର ପଟ୍ଟନାୟକ,ପୂର୍ବତନ ଶାସନ ସଚିବ ତଥା କଂଗ୍ରେସ ର ପ୍ରଚାର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ମୁନିଗୁଡା କୁ ଆସି କଂଗ୍ରେସ ଭବନ ରେ ସୌଜନ୍ୟ ମୂଳକ ସାକ୍ଷାତରେ କଂଗ୍ରେସ କର୍ମୀ ମାନଙ୍କ ସହିତ ସାକ୍ଷାତ କରିଥିଲେ ।

୨୦୨୪ନିର୍ବାଚନରେ କିଭଳି କଂଗ୍ରେସ ଓଡିଶାରେ ସଶକ୍ତିକରଣ ହୋଇ ବିଜୟ ଲାଭ କରିବ ତାହା ଆଲୋଚନା ହୋଇଥିଲା।ବିଷମକଟକ ନିର୍ବାଚନ ମଣ୍ଡଳିର କଂଗ୍ରେସ କିଭଳି ମଜୁବୁତ ହେବ ସେ ନେଇ ନୀଳାମ୍ବର ବିଭାର କହିଥିଲେ।ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡିଶାର କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ମୁନିଗୁଡା କଂଗ୍ରେସ ଭବନଠାରେ ପହଞ୍ଚି ଥିଲେ ।ଭାର ସମ୍ଭାଳିବ ସେଥିପାଇଁ ଏକ ସାଧାରଣ ସଭାର ଆୟୋଜନ ହେଇଥିଲା ।ତେବେ ଆଗାମୀ ନିର୍ବାଚନର ୨୦୨୪ରେ କଂଗ୍ରେସ କିଭଳି ଆଗେଇ ଯିବ ତାହା ଦେଖିବାକୁ ବାକି ରହିଲା