ମାରୱାଡି ଯୁବା ମଞ୍ଚ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

0

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରେ ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ତଥା ବିନିକା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତ ଦାନ ଶିବିରରେ ୪୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା । ବୌଦ ଡାକ୍ତରଖାନ ରୁ ଡାକ୍ତର ମାନେ ଆସି ରକ୍ତ ସଂଗ୍ରହ କରିଥିଲେ। ଏହାକୁ ମାରୱାଡ଼ ଯୁବା ମଞ୍ଚ ର ସଭାପତିଙ୍କ ସହ ଅନେକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଫିତା କାଟି ରକ୍ତଦାନ ଶିବିର ଉଦଘାଟନ କରାଯାଇଥିଲା କ୍ଷ ଏହି ରକ୍ତଦାନ ଶିବିରରେ ସମସ୍ତ ରକ୍ତଦାତା ମାନଙ୍କୁ ଏକ କମ୍ବଳ ମଧ୍ୟ ପ୍ରଦାନ କରାଯାଇଥିଲା