ଦୀପକ ମିଶ୍ର/ଉଦଳା: ଓଡିଶା ସରକାରଙ୍କର ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ଏବଂ ପଢା କ୍ଷେତ୍ରରେ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଡ୍ରେସ କୋଡ଼ଠୁ ଆରମ୍ଭ କରି ପାଠ ପଢ଼କ୍ଷ କ୍ଷେତ୍ରରେ ଏବଂ ଖାଦ୍ୟଠୁ ଆରମ୍ଭ କରି ରହିବ । ପାଇଁ ବିନା ମୂଲ୍ୟ ରେ କେମିତି ପାଠ ପଢି ଭଲ ମଣିଷଟିଏ ହୋଇପାରିବେ ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ଏ ନେଇ ଆଜି ଉଦଳା ଅନେଷା ହଷ୍ଟେଲରେ ପେରେଣ୍ଟସ ଆସ ପାର୍ଟନର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଶିକ୍ଷକ, ଛାତ୍ର ଛାତ୍ରୀ ଏବଂ ଓ ବିଭାବକଙ୍କ ମଧ୍ୟରେ ସୋମନ୍ନୟର ଅଭ।ବ ରହିଥିବା ବେଳେ କିପରି ଉତ୍ତମ ବୁଝାବନା ହୋଇପାରିବ ସେ ନେଇ ମୁଖ୍ୟ ଅତିଥି ମାନେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରଙ୍କର ବିଭିନ୍ନ ବିଭାଗର ଷ୍ଟଲ ପ୍ରଦସନ କରା ଥିଲ ।