ଅନ୍ୟ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବା ଦରକାର : ପ୍ରମିଳା ମଲ୍ଲିକ

0

ଭୁବନେଶ୍ୱର:  ମନ୍ତ୍ରୀ ଲୋକଙ୍କ କଥା ବୁଝିବାକୁ ନାରାଜ |ସେ କହୁଛନ୍ତି ଆମେ କଣ ଭିକ ମାଗିବୁ | ଭିକ ମାଗିଲେ କଣ ଦିଅନ୍ତି, ଆଳୁ କଣ କିଏ ମାଗଣା ଦବ | ଯେଉଁ ରାଜ୍ୟ ରୁ ଆଳୁ ଆଣିବେ ପଇସା ଦେଇକି ଆଣିବେ | ଅନ୍ୟ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବା ଦରକାର | କୋଡିନେସନ ମନ୍ତ୍ରୀ ରଖି ପାରୁନାହାନ୍ତି | ବାଉଳା ଚାଉଳା କଥା କହୁଛନ୍ତି | ସରକାର ଙ୍କୁ ବଦନାମ କିଏ କରିବ ସେ ଆଳୁ 30 ଟଙ୍କା ରେ ଦେଲେ ଆମେ କଣ ମନାକରୁଛୁ ଦିଅନି |ଜାଣି ଶୁଣିକି ବଢ଼ାଉଛନ୍ତି | ଆଳୁ 300 ଟ୍ରକ କୁଆଡେ ଗଲା | 8 ଦିନ ହେଲାଣି ଟ୍ରକ କଣ ଚାଲିପାରୁନି | ଲୋକଙ୍କ କଥା ନୁହେଁ ନିଜ ଦଳ କଥା ରେ ଅଛନ୍ତି |