ଭୁବନେଶ୍ୱର: ଜାନୁଆରି ପ୍ରଥମ ସପ୍ତାହ ରେ ହିତାଧିକାରୀଙ୍କୁ ମିଳିବ ଗହମ | ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି | ଜିଲ୍ଲା ଅଧିକାରୀ ଦେବେ କେଉଁ ଜିଲ୍ଲା ରେ କେତେ ଆବଶ୍ୟକ ଗହମ | ଲୋକଙ୍କ ଚାହିଦା ହିସାବ ରେ ଦିଆଯିବ ଗହମ | ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସୂଚନା | EKYC ପ୍ରକ୍ରିୟା ଅନ୍ତିମ ପର୍ଯାୟ ରେ | ପାଖା ପାଖି 85% ଲୋକଙ୍କ ସରିଲାଣି EKYC | 16 ଲକ୍ଷ ରୁ ଅଧିକ ହେଲାଣି ଅଯୋଗ୍ୟ ହିତାଧିକାରୀ | ଆଉ 15 ଦିନ ଭିତରେ ସରିବ EKYC ପ୍ରକ୍ରିୟା |