ଜୀ-ସାର୍ଥକର ‘’ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଡବଲ୍ସ୍ ଲିଗ୍” ର କେଉଁ ଯୋଡି ହେବେ ବିଜେତା?

0

ଭୁବନେଶ୍ୱର: ଜୀ-ସାର୍ଥକ ସବୁବେଳେ ନୂଆ ନୂଆ ପ୍ରକାରରେ ରିୟାଲିଟି ଶୋ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ପାରିବାରିକ ମେଗା ଧାରାବାହିକ ହେଉ କି ରିଆଲିଟି ଶୋ, ସବୁବେଳେ ଜୀ-ସାର୍ଥକ ଆଗରେ ରହିଛି l ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଁଚିଛି l ଯାହା ଏଇ ରବିବାର ସନ୍ଧ୍ୟା ୬:୩୦ ଟା ରେ ପ୍ରସାରଣ ହେବ l  ଏହି ରୋମାଞ୍ଚକର ପ୍ରତିଯୋଗିତାରେ କଳାକାର ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନକୁ ଦର୍ଶକ ଯେଉଁ ଭଲପାଇବା ଦେଇଛନ୍ତି, ଆଜି ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ୧ ନମ୍ବର ରିୟାଲିଟି ଶୋ ହୋଇପାରିଛି l ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି l ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରିଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି । ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ସେଲିବ୍ରେଟି ଯୋଡି ଡ୍ୟାନ୍ସ ରିୟଲିଟି ଶୋ ପ୍ରସାରିତ ହେଉଥିବାରୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି କିନ୍ତୁ ଯୋଡିରେ ଡବଲ ମସ୍ତି ଆଉ ଡବଲ ମଜା ସହ ପ୍ରଥମ ଥର ପାଇଁ ମନୋରଞ୍ଜନ କରୁଛନ୍ତି । ଦର୍ଶକଙ୍କର ସବୁଠାରୁ ଅଧିକ ପସନ୍ଦିତ ଯୋଡି ସରସ୍ବତୀ – ପ୍ରିୟା, AJ – ମାନିନୀ, ଧାରା – ଅଙ୍କିତ, ମଧୁ – ମାନସ, ଶ୍ରୀ – ନିହାରିକା, ସନ୍ଧ୍ୟା – ସମ୍ଭବ, ରାଗିଣୀ – ସଂଗୀତ, ଭବାନୀ – ଅମ୍ବିକା, ନେତ୍ରା – ଅଭିନବ, ସାରା – ଅମନ ଓ ରାଜଲଷ୍ମୀ – ଚାରୁ ଜୋରଦାର ମଜା କରୁଛନ୍ତି । ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ ନୃତ୍ୟ ପ୍ରଦର୍ଶନରେ କାହାଠାରୁ କେହି କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋ ରେ ଚେଷ୍ଟା କରିଛନ୍ତି ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ ଓ ଚିଫ ଚ୍ୟାନେଲ୍‌ କ୍ଲଷ୍ଟର ଶ୍ରୀ ସମ୍ରାଟ ଘୋଷ କହିଛନ୍ତି l ତେବେ ଏଇ ରବିବାର ସନ୍ଧ୍ୟା ୬:୩୦ଟା ରେ ଦେଖନ୍ତୁ ଆଉ ଜାଣନ୍ତୁ କିଏ ହେବେ ଜୀ ସାର୍ଥକ “ଡ୍ୟାନ୍ସ ଓଡିଶା ଡ୍ୟାନ୍ସ, ଡ଼ବଲ୍ସ ଲିଗ” ର ବିଜେତା lଜୀ-ସାର୍ଥକର ‘’ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଡବଲ୍ସ୍ ଲିଗ୍” ର କେଉଁ ଯୋଡି ହେବେ ବିଜେତା, ଦେଖନ୍ତୁ ଗ୍ରାଣ୍ଡ ଫିନାଲେ ଏଇ ରବିବାର ସନ୍ଧ୍ୟା ୬:୩୦ରେ  ଜୀ-ସାର୍ଥକ ସବୁବେଳେ ନୂଆ ନୂଆ ପ୍ରକାରରେ ରିୟାଲିଟି ଶୋ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ପାରିବାରିକ ମେଗା ଧାରାବାହିକ ହେଉ କି ରିଆଲିଟି ଶୋ, ସବୁବେଳେ ଜୀ-ସାର୍ଥକ ଆଗରେ ରହିଛି l ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଁଚିଛି l ଯାହା ଏଇ ରବିବାର ସନ୍ଧ୍ୟା ୬:୩୦ ଟା ରେ ପ୍ରସାରଣ ହେବ l  ଏହି ରୋମାଞ୍ଚକର ପ୍ରତିଯୋଗିତାରେ କଳାକାର ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନକୁ ଦର୍ଶକ ଯେଉଁ ଭଲପାଇବା ଦେଇଛନ୍ତି, ଆଜି ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ୧ ନମ୍ବର ରିୟାଲିଟି ଶୋ ହୋଇପାରିଛି l ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି l ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରିଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି । ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ସେଲିବ୍ରେଟି ଯୋଡି ଡ୍ୟାନ୍ସ ରିୟଲିଟି ଶୋ ପ୍ରସାରିତ ହେଉଥିବାରୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି କିନ୍ତୁ ଯୋଡିରେ ଡବଲ ମସ୍ତି ଆଉ ଡବଲ ମଜା ସହ ପ୍ରଥମ ଥର ପାଇଁ ମନୋରଞ୍ଜନ କରୁଛନ୍ତି । ଦର୍ଶକଙ୍କର ସବୁଠାରୁ ଅଧିକ ପସନ୍ଦିତ ଯୋଡି ସରସ୍ବତୀ – ପ୍ରିୟା, AJ – ମାନିନୀ, ଧାରା – ଅଙ୍କିତ, ମଧୁ – ମାନସ, ଶ୍ରୀ – ନିହାରିକା, ସନ୍ଧ୍ୟା – ସମ୍ଭବ, ରାଗିଣୀ – ସଂଗୀତ, ଭବାନୀ – ଅମ୍ବିକା, ନେତ୍ରା – ଅଭିନବ, ସାରା – ଅମନ ଓ ରାଜଲଷ୍ମୀ – ଚାରୁ ଜୋରଦାର ମଜା କରୁଛନ୍ତି । ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ ନୃତ୍ୟ ପ୍ରଦର୍ଶନରେ କାହାଠାରୁ କେହି କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋ ରେ ଚେଷ୍ଟା କରିଛନ୍ତି ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ ଓ ଚିଫ ଚ୍ୟାନେଲ୍‌ କ୍ଲଷ୍ଟର ଶ୍ରୀ ସମ୍ରାଟ ଘୋଷ କହିଛନ୍ତି l ତେବେ ଏଇ ରବିବାର ସନ୍ଧ୍ୟା ୬:୩୦ଟା ରେ ଦେଖନ୍ତୁ ଆଉ ଜାଣନ୍ତୁ କିଏ ହେବେ ଜୀ ସାର୍ଥକ “ଡ୍ୟାନ୍ସ ଓଡିଶା ଡ୍ୟାନ୍ସ, ଡ଼ବଲ୍ସ ଲିଗ” ର ବିଜେତା l