ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ

0

ପରଲୋକରେ ଅନିମା କର | ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ | ୮୧ ବର୍ଷ ବୟସରେ ଅନିମା କରଙ୍କ ଦେହାନ୍ତ ହୋଇଛି | ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅନିମା | ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା | ପ୍ରଫେସର ଅନିମା କର ଥିଲେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ |