ମହିଳାଙ୍କୁ ଧକ୍କା ଦେଲା ଟ୍ରକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

0

ଭୁବନେଶ୍ୱର: ମହିଳାଙ୍କୁ ଚାପିଦେଲା ଟ୍ରକ। ଟ୍ରକ ଧକ୍କାରେ ମହିଳା ଗୁରୁତର କ୍ଷ ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଖଣ୍ଡଗିରି ନିକଟରେ । ଏହ ଦୁର୍ଘଟଣାରେ ଆହତ ହୋଇଥିବା ମହିଳିଙ୍କୁ ପୋଲିସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଫଳରେ ଘଟଣାସ୍ଥଳରେ ଚାପା ଉତେଜନା କ୍ଷ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ ।