ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର: ହାଇୱା ଧକ୍କାରେ ମହିଳା ଗୁରୁତର କ୍ଷ ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଲେଜ ଛକ ଠାରେ । ଏକ ବାଇକକୁ ଧକ୍କା ଦେଲା ହାଇୱା ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତେବେ ଆହତ ମହିଳା ଜଣକ ହେଉଛନ୍ତି ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ପିତେଇପାଲି ଗ୍ରାମର ସମାରି ମେଶୁଆ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀ ଆଜି ଚଡେଇପଙ୍କ ଗ୍ରାମକୁ ଏକ ବିବାହ କାମରେ ଯାଇ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି କ୍ଷ ବାଇକରେ ଥିବା ମହିଳା ଗୁରୁତର ଥିବା ବେଲେ ବିନିକା ଡାକ୍ତରଖାନାରେ ମହିଳାଙ୍କୁ ଭର୍ତ୍ତି କରଯାଇଥିଲା କ୍ଷ ଅବସ୍ଥା ଗୁରୁତର ଥିବାରୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କାଟି ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୂ ପଠାଇ ଦିଆଯାଇଛି ।