( ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ମହିଳା ଓ ପରୁଷ ଭଉୟ ନିଜ ଗୁଣ ନେଇ ଜଣେ ଅନ୍ୟ ଜଣଙ୍କ ଠାରୁ ଭିନ୍ନ । ନାରୀମାନେ ପୁରୁଷଙ୍କ ଠାରୁ କେତେକ କ୍ଷେତ୍ରରେ ସମ୍ପନ୍ନ ଭିନ୍ନ । ଏମିତି କିଛି କଥା ରହିଛି ଯେଉଁଥିରେ ପରୁଷମମାନଙ୍କ ତୁଳନାରେ ନାରୀ ଆଗରେ । ଏପରି କିଛି କଥା ସାମ୍ନାକୁ ଆସିଛି ଯେଉଁଥିରେ ମହିଳାଙ୍କ କିଛି ଅଜଣା କଥା ଜଣାପଡ଼ିଛି । ଜଣେ ମହିଳା ଜୀବନକାଳ ମଧ୍ୟରେ ପ୍ରାୟ ୨ କିଲୋ ୭ଶହ ଗ୍ରାମ୍ ଲିପଷ୍ଟିକ୍ ଲଗାଇଥାଆନ୍ତି ବୋଲି କୁହାଯାଏ।
-ପ୍ରତିବର୍ଷ ପ୍ରାୟ ୧କୋଟି ୪୦ ଲକ୍ଷ କିଶୋରୀ ଗର୍ଭବତୀ ହୋଇଥାଆନ୍ତି ବୋଲି କୁହାଯାଏ। ଯାହାର ୯୦ ପ୍ରତିଶତ ଆମେରିକା ଭଳି ବିକାଶଶୀଳ ଦେଶରେ ଦେଖାଯାଏ।
-ଜଣେ ମହିଳା ବର୍ଷକୁ ଅତିକମ୍ରେ ୩୦ରୁ ୬୪ ଥର କାନ୍ଦିଥାଆନ୍ତି। ହେଲେ ଜଣେ ପୁରୁଷ ବର୍ଷକୁ ୬ରୁ ୧୭ ଥର କାନ୍ଦି ଥାଆନ୍ତି।
-ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ରୁ ୫ ଜଣ ମହିଳା ଥାଆନ୍ତି।
-ପୁରୁଷଙ୍କ ଭଳି ମହିଳାମାନେ ଖରାପ କଥା ହେବାକୁ ମଧ୍ୟ ପସନ୍ଦ କରିଥାଆନ୍ତି।
-ମହିଳାଙ୍କ ଆଘ୍ରାଣ ଶକ୍ତି ପୁରୁଷମାନଙ୍କ ଅପେକ୍ଷା ଅଧିକ। ଯାହା ସେମାନଙ୍କର ଜନ୍ମରୁ ରହିଥାଏ।
-ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଆଖିପତା ଦୁଇଗୁଣା ଅଧିକ ପଡିଥାଏ।