(ଗୋପ / ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲା ପିପିଲି ବ୍ଲକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ତାଲୁକ୍ ଆଇନ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ରେ ତାଲୁକ ଆଇନ ସେବା ସଂସ୍ଥା ଦ୍ୱାରା ଆଇନ ସହାୟତା ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପିପିଲି ସହକାରୀ ଜଜ ନିବେଦିତା ପଣ୍ଡା, କଲେଜ ଅଧ୍ୟକ୍ଷ ଭିମଷେନ କର, ପ୍ରତିଭା ମହାରଥୀ, ଆଇନ ଯିବି ରସାନ୍ତ କିଶୋର ପରିଡା, ରମାକାନ୍ତ ସାହୁ, ଶଙ୍କରସଣ ପ୍ରଧାନ, ବୀରେନ୍ଦ୍ର ଭୁଜବଳ, ହାଡୁବନ୍ଧୁ ଜେନା, ବସନ୍ତ କୁମାର ପରିଡା, ସଞ୍ଜୟ କୁମାର ଯାଦବ, ଶୁଭଶ୍ରୀ ଶୁଭଦର୍ଶିନୀ ନନ୍ଦ, ସମେତ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।