(ଗୋଲାପ ସାହୁ / କଳାହାଣ୍ଡି ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରେ ଜାଲିଆତି । କାଗଜ ପତ୍ର ଜାଲିଆତି କରି ଲୋକଙ୍କୁ ଠକି ଚାଲିଥଇଲେ ଯୁବକ ଓ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜ଼ୀଲ୍ଲା ଗୋଳାମୁଣ୍ଡା ବ୍ଲକ ରେ । ସ୍ଥାନୀୟ ଅଂଚଳରେ ନକଲି କାର୍ୟ୍ୟ ଦେଶ ଦେଇ ଲୋକଙ୍କ ଠାରୁ ୫୦୦୦ ଟଙ୍କା ଠକି ନେଉଥିବା ବେଳେ ଜଣେ ଯୁବକ ଓ ଜଣେ ଯୁବତୀ ଙ୍କୁ ଧରିଛି ପୋଲିସ ଜ୍ଝ ଗୋଲାମୁଣ୍ଡା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଜ୍ଝ ଅନ୍ୟ ପଟେ ଏଭଳି ନକଲି ଫର୍ମ ଓ ସିଲମୋହର କିପରି ଅସିଲ ଭାବେ କାର୍ଯ୍ୟ ଦେଲା ତାହା ଏବେ ବଡ଼ ପ୍ରଶ୍ନ ବାଚି। ଏଥିରେ ଏହି ଯୁବକ ଯୁବତୀଙ୍କ ବ୍ୟତୀତ ଅନ୍ୟ କେହିଁ ସାମିଲ ଅଛନ୍ତି ତା ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।