Browsing Tag

Bhabanipatana

ଭିଜିଲାନ୍ସ ଜାଲରେ ଧରାପଡି ବନ୍ଧାହେଲେ କାର୍ଯ୍ୟନିର୍ବାହି ଯନ୍ତ୍ରୀ

ଭବାନୀପାଟଣା: ଗିରଫ ହେଲେ ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ତାଙ୍କ ଘରେ ରେଡ୍ କରାଯାଇଥିଲା । ତାପରେ…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

(ହେମନ୍ତ କୁମାର ନାୟକ) : ଗତକାଲି ଦିନ କଳାହାଣ୍ଡି ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା କଲେଜରେ ଛକ ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ମମୁଖରେ ଏକ ପ୍ରତିବାଦ ସଭା…
Read More...

ଉତ୍କଳ ଯାଦବ ମହାସଭା ଅନୁଷ୍ଠିତ

(ହେମନ୍ତ କୁୁୁମାର ନାୟକ) : ଗତ କାଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହାସଭାରେ ଗତ ୨୪ତାରିଖ ଦିନ ଏକ ସଭା ମଞ୍ଜରେ ଜୁନାଗଡ ବିଧାୟକ କ୍ୟାଷ୍ଟନ ଦିବ୍ୟଶଂକର ମିଶ୍ର ଜଣେ ଦିବ୍ୟାଙ୍ଗ ଯାଦବ ଟଙ୍କଧର ଖର୍ସେଲଙ୍କୁ…
Read More...