ଡେଙ୍ଗୁ ନିୟନ୍ତ୍ରଣ ପାଇଁ କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲୁଛି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର
ଓଡିଶା: ରାଜ୍ୟରେ ଅଣାୟତ ଡେଙ୍ଗୁ ସ୍ଥିତି । ରାଜ୍ୟରେ ପ୍ରତିଦିନ ୬୦ରୁ ୭୦ଜଣ ଡେଙ୍ଗୁ ରୋଗରେ ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱରର ନୟାପଲ୍ଲୀ, ଆଚାର୍ଯ୍ୟବିହାର, ଜୟଦେବ ବିହାର ,ୟୁନିଟ-୯, ସହିଦନଗରରେ…
Read More...
Read More...