ମାଟିକୁ ଜୀବନ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର ବୀରକିଶୋର
ବ୍ୟୁରୋ: ମାଟିକୁ ଜୀବନ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ଗଢୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ଏମିତି ଏକ କାରିଗର ଅଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ । ଆଉ ସେ କାରିଗର ଜଣକ ହେଉଛନ୍ତି ବୀରକିଶୋର ସାହୁ । ବିଭିନ୍ନ ପ୍ରତିକୂଳ ସ୍ଥିତି ଭିତରେ ଆଗକୁ ବଢିଛନ୍ତି ବୀରକିଶୋର ।…
Read More...
Read More...