ନୂଆଖାଇ ପାଇଁ ପଶ୍ଚିମ ଓଡିଶାରେ ଚାଲିଛି ଯୋରଦାର ପ୍ରସ୍ତୁତି
ବ୍ୟୁରୋ: ଆସନ୍ତାକାଲି ନୂଆଖାଇ । ସଜେଇ ହେଉଛି ପଶ୍ଚିମ ଓଡିଶା । ଆଉ ଏଥିପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । କିଏ ଘରକୁ ଲିପା ପୋଛା କରି ନୂଆ ରୂପ ଦେୁଛି ତ କିଏ ଘରେ ନାନା ରଙ୍ଗ ବେରଙ୍ଗର ଛୋଟି ଚିତା ଆଙ୍କୁଛି । ପୁଣି କିଏ ନୂଆ ଧାନ ଆଉ କୋରେଇ ପତ୍ର ଯୋଗାଡରେ ଲାଗିଛି । ତେବେ ଦିନକ ପରେ…
Read More...
Read More...